"A new path of creativity"

ପ୍ରତିଷ୍ଠାତା ଓ ମୁଖ୍ଯସମ୍ପାଦକ


ତ୍ରୈମାସିକ ଓଡ଼ିଆସାହିତ୍ୟ ଇ-ପତ୍ରିକା
ଚଳନ୍ତି ସମୟସ୍ରୋତରେ ମାନବଜୀବନ ହୋଇପଡ଼ିଛି ବ୍ୟସ୍ତବହୁଳ । ଜୀବନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂର୍ଣ୍ଣକରିବାକୁ ସେ ଜୀବିକା ଅବଲମ୍ବନରେ ରହୁଛି ରତ । କର୍ମକ୍ଳାନ୍ତିର ଉପଶମରେ ଖୋଜେ ଟିକିଏ ଶାନ୍ତି ସନ୍ତୋଷ, ମନନ ଚିନ୍ତନ କରେ ଅଗ୍ରଗାମୀ ହେବାକୁ... ନିଜର ସ୍ଥିତି, ସୁରକ୍ଷା ବଜାଇ ରଖି , ପାରିବାରିକ ଓ ସାମାଜିକ କ୍ଷେତ୍ରରେ ଏକ ପରିଚୟ ସୃଷ୍ଟି କରିବା ପାଇଁ ସଦା ଚେଷ୍ଟିତ । ସାହିତ୍ୟ ହିଁ ଜୀବନକୁ କରେ ସରସ, ସୁନ୍ଦର ଓ ମଧୁମୟ । କବି, ଲେଖକ, ଲେଖିକାମାନେ ଚାହାଁନ୍ତି ତାଙ୍କର "ନବସୃଜନ"ର ଭାବ, ଭାଷା ସାହିତ୍ୟାନୁରାଗୀ ପାଠକପାଠିକାମାନଙ୍କ ନିକଟରେ ପହଞ୍ଚୁ , ତାଙ୍କର ହୃଦୟକୁ ସ୍ପର୍ଶକରୁ, ତଥା ତାଙ୍କୁ ସାହିତ୍ୟ ମନସ୍କ କରୁ, କବିପ୍ରାଣର ତଲ୍ଲୀନଭାବ ବିଶେଷାର୍ଥ... ଆଣିଦିଏ ସକରାତ୍ମକ ପରିବର୍ତ୍ତନ । ସହୃଦୟ ପାଠକପାଠିକାଟିଏ ପ୍ରାୟତଃ ଅଧିକାଂଶ ସମୟ ଭ୍ରାମ୍ୟମାଣ ଦୂରାଭାଷ ଯନ୍ତ୍ର ସହିତ ଓତଃପ୍ରୋତଭାବେ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହୁଛି ତଥା ସାମାଜିକ ଗଣମାଧ୍ୟମରେ ପଠନ, ଦୃଶ୍ୟ, ଶ୍ରାବ୍ୟର ଉପାଦେୟ ଉପସ୍ଥାପନାକୁ ଉପଭୋଗ କରି ମନୋରଞ୍ଜନ କରୁଛି ଓ ଜୀବନର ରାହାଟିଏ ଖୋଜି ଆଗକୁ ଯିବା ନିମିତ୍ତ ପ୍ରଯତ୍ନବାନ୍ । ଏହି ଆଭିମୁଖ୍ୟର ବିଚାରଧାରାର ଆଧାରରେ "ନବସୃଜନ" ଓଡ଼ିଆସାହିତ୍ୟ ଇ -ପତ୍ରିକା ପ୍ରକାଶକରିବାକୁ ହୃଦୟରେ ଜାତ ହୁଏ ଅସରନ୍ତି କଳ୍ପନା ଓ ମନର ଆବେଗତା ସଦା ହୋଇଥାଏ ଧାବମାନ ସାହିତ୍ୟର ଦୂର ଦିଗ୍ ବଳୟ ଅଭିମୁଖେ, ତତ୍ ସମେତ ଲୋଡେ ଆତ୍ମୀୟତାର ନିର୍ବିକାର ସ୍ବଚ୍ଛ ଭାବନା, ବିନିମୟ କରିବାକୁ ସ୍ଥୂଳରୁ ସୂକ୍ଷ୍ମ ଏବଂ ଭୂମିରୁ ଭୂମା ପର୍ଯ୍ୟନ୍ତ । ଆଶାର ଅସୁମାରୀ କଳ୍ପନା ଲୋଡେ ସଦା ସମସ୍ତ ସାହିତ୍ୟାନୁରାଗୀ ପାଠକପାଠିକାମାନଙ୍କର ସହଯୋଗ, ଶ୍ରଦ୍ଧା ଏବଂ ଅତୁଟ ବିଶ୍ୱାସ ।
ଇ-ପତ୍ରିକାର ଆଭିମୁଖ୍ୟ


କବିରତ୍ନ ନୂତନ କୁମାର ବେହେରା
ଉପଦେଷ୍ଟା
ପ୍ରଫେସର କରୁଣାକର ଦାସ
ସଭାପତି
ଶ୍ରୀଯୁକ୍ତ ଦୀପକ କୁମାର ଶତପଥୀ
ଉପସଭାପତି
ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ବେହେରା
ଉପସଭାପତି
ଶ୍ରୀଯୁକ୍ତ ଚକ୍ରଧର ସେଠୀ


'ନବସୃଜନ' ଇ-ପତ୍ରିକାକୁ ଆନ୍ତରିକ ସମର୍ଥନ ଯୋଗାଉଥିବା ବ୍ଯକ୍ତି ବିଶେଷ

READ HERE
ଏଠାରେ ନବସୃଜନ ଇ-ପତ୍ରିକା ସମ୍ପର୍କରେ ନିଜ ମତ ଦିଅନ୍ତୁ
Share your thoughts and inspire others
About us
Nabasrujan – Odia Sahitya e-Patrika
A new path of creativity
Nabasrujan is a digital Odia literary patrika featuring poetry, short stories, essays, critiques, literary news, and fresh creative initiatives.
Our Mission — “A platform for writers, a touch of literature for every reader.”
Vision
To take Odia literature to global readership in the digital age.
To connect traditional literature with contemporary thoughts and voices.
Our Team
Editors, writers, contributors, and volunteers — together, we make this e-patrika grow and thrive.
Contact Us
Share with visitors how they can contact you and encourage them to ask any questions they may have.














