"A new path of creativity"


ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ବେହେରା
ଶ୍ରୀମତୀ ନିରୁପମା ବେହେରା
ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ବେହେରା
ଜନ୍ମ ତାରିଖ - ୨୭.୦୮.୧୯୬୯, ଜନ୍ମ ସ୍ଥାନ - କୋହି ଗ୍ରାମ ମାତା - ଲକ୍ଷ୍ମୀ ବେହେରା, ପିତା - କୀର୍ତ୍ତନ ବେହେରା, ୧୯୯୯ ମସିହା ଠାରୁ ଆଇନଜିବୀ ଭାବରେ କାର୍ଯ୍ୟରତ ଥିବା ସହିତ କବିତା,ଗଳ୍ପ ଓ ପ୍ରବନ୍ଧ ରଚନା କରନ୍ତି ଅବସର ସମୟରେ...
ରୁଚି - ବୃକ୍ଷରୋପଣ,ବଂଶୀ ବାଦନ,ଚିତ୍ର ଆଙ୍କିବା, ଲୋକନୃତ୍ୟ " ଛଉ " ସଂଗଠକ
