"A new path of creativity"


ଶ୍ରୀଯୁକ୍ତ ଚକ୍ରଧର ସେଠୀ
ଶ୍ରୀମତୀ ବିନତା ସେଠୀ
ଶ୍ରୀଯୁକ୍ତ ଚକ୍ରଧର ସେଠୀ,
ଜନ୍ମ ତାରିଖ - ୧୪.୦୫.୧୯୫୯,ଶିକ୍ଷା - ବି.ଏ.,ବି.ଇଡ଼ି
ସ୍ଥାୟୀ ଠିକଣା - ସା/ପୋ: ଗୋସାଣିପାଳ, ଭାୟା - ବାଙ୍ଗିରୀପୋଷୀ,
ଜିଲ୍ଲା - ମୟୂରଭଞ୍ଜ, ପିନ୍ କୋଡ୍ - ୭୫୭୦୪୧,
ବର୍ତ୍ତମାନ ଠିକଣା - ସା - ଅଠଣ ଗାଁ, ପୋ:ଅ - ଭୀମତାଳି,ଭାୟା - ଉଦଳା, ପିନ୍ କୋଡ୍ - ୭୫୭୦୩୧
ପିତା - ସ୍ୱର୍ଗତଃ ଗୋବିନ୍ଦ ଚନ୍ଦ୍ର ସେଠୀ, ମାତା - ସ୍ଵର୍ଗତା ଉଷାମଣି ସେଠୀ
ସ୍ତ୍ରୀ - ଶ୍ରୀମତୀ ବିନତା ସେଠୀ
ବୃତ୍ତି - ଶିକ୍ଷକତା ( ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ,
ଢ଼ିହିରାକୁଳ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ)
