"A new path of creativity"

ଡଃ. କରୁଣାକର ଦାସ

ଶ୍ରୀମତୀ ସୁବର୍ଣ୍ଣ ଦେବୀ

ଡଃ. କରୁଣାକର ଦାସ,

ଜନ୍ମ - ୨୯.୦୯.୧୯୫୮,

ଶିକ୍ଷାଗତ ଯୋଗ୍ୟତା - ଏମ୍. ଏ, ପିଏଚ୍. ଡି

ପିତା - ସ୍ୱର୍ଗତ କାର୍ତ୍ତିକ ଚନ୍ଦ୍ର ଦାସ,

ମାତା - ଶ୍ରୀମତୀ ବିଳାସିନୀ ଦେବୀ

ସ୍ତ୍ରୀ - ଶ୍ରୀମତୀ ସୁବର୍ଣ୍ଣ ଦେବୀ

ସ୍ଥାୟୀ ଠିକଣା - ବିଳାସିନୀ ବାଟିକା (ରେମୁଣା ଥାନା ସନ୍ନିକଟ), ଗନିପୁର, ରେମୁଣା, ବାଲେଶ୍ଵର, ୬୫୬୦୧୯

ବୃତ୍ତି - ଅଧ୍ୟାପନା

ବିଶେଷ ଓ ସ୍ବତନ୍ତ୍ର ରୁଚି - ପଢ଼ିବା, ପଢ଼ାଇବା, ଲେଖିବା ଏବଂ

ବୌଦ୍ଧିକ ଆଲୋଚନା ରେ ଅଂଶଗ୍ରହଣ କରିବା ।

ପ୍ରଫେସର ଡଃ. କରୁଣାକର ଦାସଙ୍କ କୃତିନିଚୟ :-

୧. ଶ୍ରୀଧରସ୍ବାମୀ : ଏକମ୍ ଅଧ୍ୟୟନମ୍ ( ବିଶ୍ବର ସର୍ବପ୍ରଥମ ଶୋଧସନ୍ଦର୍ଭ,ପ୍ରକାଶକ – NBBC, New Delhi)

୨. ବ୍ୟାସପ୍ରଣୀତଂ ଶ୍ରୀମଦ୍‌ବିଷ୍ଣୁପୁରାଣମ୍ (ପ୍ରଥମରୁ ଷଷ୍ଠ ଅଂଶ)( ଶ୍ରୀଧରସ୍ଵାମୀପ୍ରଣୀତ ଦୁର୍ଲଭ ଆତ୍ମପ୍ରକାଶ ଟୀକା ତଥା ଓଡ଼ିଆ

କାର୍ତ୍ତିକ ଟୀକା ସମ୍ବଳିତ, ପ୍ରକାଶକ : ଫକୀରମୋହନ ବିଶ୍ବବିଦ୍ୟାଳୟ, ବାଲେଶ୍ଵର)।

୩. ମୁକୁନ୍ଦମାଳା( ବିଳାସିନୀଭାଷ୍ୟ, ସୁବର୍ଣ୍ଣଡିଷ୍ଟ୍ରିବ୍ୟୁଟର୍ସ, ବିଳାସିନୀ ବାଟିକା,ରେମୁଣା, ବାଲେଶ୍ଵର)।

୪. କୌଟିଲୀୟମ୍ ଅର୍ଥଶାସ୍ତ୍ରମ୍ (ଉତ୍କଳଭାରତୀଭାଷ୍ୟ, କିତାବ ମହଲ, କଟକ)

୫. ଋଗ୍‌ ବେଦଭାଷ୍ୟଭୂମିକା। (ଗୋପାଳକୃଷ୍ଣଭାଷ୍ୟ, ଏସ୍. ବି.ଏଲ୍ ପବ୍ଲିକେଶନ, ବାରିପଦା)।

୬. ନିରୁକ୍ତମ୍ ( ଉଡ୍ରବାଣୀଭାଷ୍ୟ, ସୁବର୍ଣ୍ଣଶ୍ରୀ ପ୍ରକାଶିନୀ, ବାଲେଶ୍ଵର)

୭. ମୁଦ୍ରାରାକ୍ଷସମ୍ ( ଉଡ୍ରବାଣୀଭାଷ୍ୟ, ସ୍ଵାବଲମ୍ବନ, ବିଡ଼ାନାସି, କଟକ)

୮. ଉତ୍ତରରାମଚରିତମ୍ ( ଉତ୍କଳବାଣୀଭାଷ୍ୟ, ସ୍ଵାବଲମ୍ବନ, ବିଡ଼ାନାସି, କଟକ)।

୯. ନାଟକ (ଓଡ଼ିଆ) ସଂସ୍କୃତି ଆଖୁରେ ଲୁହ (ଗୋପବନ୍ଧୁଙ୍କ ସତ୍ୟବାଦୀ, ସମାଜକାର୍ଯ୍ୟଳୟ, କଟକ)

୧୦. ନିରିମାଖୁ ଲକ୍ଷ୍ମୀପ୍ରିୟା (ଗୋପବନ୍ଧୁଙ୍କ ସତ୍ୟବାଦୀ, ସମାଜକାର୍ଯ୍ୟଳୟ, କଟକ)

୧୧.ପ୍ରକାଶନ ଅପେକ୍ଷାରେ (ଯନ୍ତ୍ରସ୍ଥ)- "ପ୍ରଜ୍ଞାଜ୍ଯୋତି ଶ୍ରୀଧରସ୍ଵାମୀ ଏବଂ ତାଙ୍କ ପ୍ରଣୀତ ବ୍ରଜବିହାର ସ୍ରୋତ" ।