"A new path of creativity"

"ନବସୃଜନ" ଇ-ପତ୍ରିକା ତୃତୀୟ ସଂଖ୍ୟା -୨୦୨୬

ସୃଜନଶୀଳତାର ଏକ ନୂଆ ରାହା...

Free

"ନବସୃଜନ" ଇ-ପତ୍ରିକା ତୃତୀୟ ସଂଖ୍ୟା -୨୦୨୬

ସୃଜନଶୀଳତାର ଏକ ନୂଆ ରାହା...

ରଜ ସଂକ୍ରାନ୍ତିର ଅଭିନନ୍ଦନ ଜଣାଇ ଏଇ ପତ୍ରିକାଟିର ତୃତୀୟ ସଂଖ୍ୟା ଉନ୍ମୋଚିତ। ଉକ୍ତ ଇ-ପତ୍ରିକା ପାଇଁ ଆସିଥିବା ସମସ୍ତ ରଚନା ଗୁଡ଼ିକ ବିଭିନ୍ନ ବିଭାଗରେ ସମ୍ପାଦିତ ହୋଇଛି । ଇ-ପତ୍ରିକାଟି ପାଠକ ପାଠିକାମାନଙ୍କ ରୁଚି, ଭାବନା ଓ ଆଗ୍ରହକୁ ବିଚାର କରି ସଂକଳନର ପ୍ରୟାସ କରାଯାଇଛି । ଏଥିରେ ବହୁ ବିଜ୍ଞ,ପ୍ରବୀଣ ,ବରିଷ୍ଠ ସୃଜକ ସୃଜିକାଙ୍କର ସୃଜନୀଗୁଡ଼ିକ ସ୍ଥାନିତ ହୋଇଛି, ଯାହା କି ପାଠକ ପାଠିକାମାନଙ୍କର ମନଛୁଆଁ ଓ ହୃଦୟସ୍ପର୍ଶୀ ହେବ ବୋଲି ଆଶା ଓ ଭରସା।

ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହିତ ଶୁଭେଚ୍ଛା ଓ ଅଭିନନ୍ଦନ।