"A new path of creativity"
Home
Well-wishers
Download e-patrika
Gallery
Publication
Home
Well-wishers
Download e-patrika
Gallery
Publication
"ନବସୃଜନ" ଇ-ପତ୍ରିକା ଦ୍ୱିତୀୟ ସଂଖ୍ୟା - ୨୦୨୬
ସୃଜନଶୀଳତାର ଏକ ନୂଆ ରାହା...
Free
Download
"ନବସୃଜନ" ତ୍ରୈମାସିକ ଓଡ଼ିଆସାହିତ୍ୟ ଇ-ପତ୍ରିକା
ଇଂରାଜୀ ନବ ବର୍ଷର ଅଭିନନ୍ଦନ ଜଣାଇ ଏଇ ପତ୍ରିକାଟିର ଦ୍ୱିତୀୟ ସଂଖ୍ୟା ଉନ୍ମୋଚିତ। ଉକ୍ତ ଇ-ପତ୍ରିକା ପାଇଁ ଆସିଥିବା ସମସ୍ତ ରଚନା ଗୁଡ଼ିକ ବିଭିନ୍ନ ବିଭାଗରେ ସମ୍ପାଦିତ ହୋଇଛି । ଇ-ପତ୍ରିକାଟି ପାଠକ ପାଠିକାମାନଙ୍କ ରୁଚି,ଭାବନା ଓ ଆଗ୍ରହକୁ ବିଚାର କରି ସଂକଳନର ପ୍ରୟାସ କରାଯାଇଛି । ଏଥିରେ ବହୁ ବିଜ୍ଞ ,ପ୍ରବୀଣ ,ବରିଷ୍ଠ ସୃଜକ ସୃଜିକାଙ୍କର ସୃଜନୀଗୁଡ଼ିକ ସ୍ଥାନିତ ହୋଇଛି, ଯାହା କି ପାଠକ ପାଠିକାମାନଙ୍କର ମନଛୁଆଁ ଓ ହୃଦୟସ୍ପର୍ଶୀ ହେବ ବୋଲି ଆଶା ଓ ଭରସା।
ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହିତ ଶୁଭେଚ୍ଛା ଓ ଅଭିନନ୍ଦନ।