"A new path of creativity"

"ନବସୃଜନ" ଇ-ପତ୍ରିକା ପ୍ରଥମ ସଂଖ୍ୟା - ୨୦୨୫

ସୃଜନଶୀଳତାର ଏକ ନୂଆ ରାହା...

Free

"ନବସୃଜନ" ତ୍ରୈମାସିକ ଓଡ଼ିଆସାହିତ୍ୟ ଇ-ପତ୍ରିକା

ବିଜୟାଦଶମୀର ଶୁଭ ଅବସରରେ ଏଇ ପତ୍ରିକାଟିର ପ୍ରଥମ ସଂଖ୍ୟା ଉନ୍ମୋଚିତ। ଉକ୍ତ ଇ-ପତ୍ରିକା ପାଇଁ ଆସିଥିବା ସମସ୍ତ ରଚନା ଗୁଡ଼ିକ ବିଭିନ୍ନ ବିଭାଗରେ ସମ୍ପାଦିତ ହୋଇଛି । ଇ-ପତ୍ରିକାଟି ପାଠକ ପାଠିକାମାନଙ୍କ ରୁଚି, ଭାବନା ଓ ଆଗ୍ରହକୁ ବିଚାର କରି ସଂକଳନର ପ୍ରୟାସ କରାଯାଇଛି । ଏଥିରେ ବହୁ ବିଜ୍ଞ ,ପ୍ରବୀଣ ,ବରିଷ୍ଠ ସୃଜକ ସୃଜିକାଙ୍କର ସୃଜନୀଗୁଡ଼ିକ ସ୍ଥାନିତ ହୋଇଛି, ଯାହା କି ପାଠକ ପାଠିକାମାନଙ୍କର ମନଛୁଆଁ ଓ ହୃଦୟସ୍ପର୍ଶୀ ହେବ ବୋଲି ଆଶା ଓ ଭରସା।

ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହିତ ଶୁଭେଚ୍ଛା ଓ ଅଭିନନ୍ଦନ।